Odiapua.com

ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର

ଭୁବନେଶ୍ୱର ୧୮ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଗତ ମଧ୍ୟ ରାତ୍ରୀରେ ପ୍ରକାଶ ପାଇଥିବା ଜେଇଇ ମେନ-୧- ୨୦୨୦  ପରୀକ୍ଷା ରେ ଓଡିଶାରୁ ଛାତ୍ର ସୌରଭ ସୌମ୍ୟକାନ୍ତ ଦାଶ ୯୯.୯୯% ମାର୍କ ରଖି ଓଡ଼ିଶା ଟପର ହୋଇଛନ୍ତି।