Odiapua.com

ନିର୍ଭୟା କେସ୍ : ଦୋଷୀ ମୁକେଶର ଫାଶୀ ମାମଲାର ତତ୍କାଳ ଶୁଣାଣି ଶୁଣାଣି ଉପରେ ଏମିତି କହିଲେ ସୁପ୍ରୀମ କୋର୍ଟ

ନୂଆ ଦିଲ୍ଲୀ ୨୭-୧ (ଓଡ଼ିଆ ପୁଅ) ନିର୍ଭୟା ରେପ ଏବଂ ମର୍ଡର କେସରେ ମୃତ୍ୟୁ ଦଣ୍ଡ ପାଇଥିବା ଦୋଷୀ ମୁକେଶର ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଖାରଜ ହେବା ବିରୁଦ୍ଧରେ କରାଯାଇଥିବା ଯାଚିକା ଉପରେ ସୁପ୍ରୀମ କୋର୍ଟରେ ତତ୍କାଳ ଶୁଣାଣି ପାଇଁ ଆବେଦନ କରାଯାଇଛି। ଏହା ଉପରେ ସୁପ୍ରୀମ କୋର୍ଟ କହିଛନ୍ତି ଯଦି କାହାକୁ ଆସନ୍ତା ଏକ ତାରିଖରେ ଫାଶୀ ଦିଆଯିବ ତେବେ ତାହା ଅଧିକ ଗୁରୁତ୍ତୱପୂର୍ଣ୍ଣ।

ଯାଚିକା ସମ୍ବନ୍ଧିତ ଆବଶ୍ୟକୀୟ କାଗଜପତ୍ର ଅଧିକାରୀଙ୍କ ପାଖରେ ପହଁଚାଇବା ପାଇଁ କୁହାଯାଇଛି।