Odiapua.com

ଦିଲ୍ଲୀରେ ନାଇଡ଼ୁଙ୍କ ଧାରଣା ପାଇଁ ୧ କୋଟିରେ ୨ଟି ଟ୍ରେନ ବୁକ

ନୂଆଦିଲ୍ଲୀ:ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡୁ କରିବାକୁ ଥିବା ଧାରଣାରେ ଲୋକମାନଙ୍କ ଯିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ୧.୧୨ କୋଟି ଟଙ୍କାରେ ଦୁଇଟି ସ୍ୱତନ୍ତ୍ର ଟ୍ରେନ ବୁକ କରିଛନ୍ତି।୧୧ ଫେବୃୟାରୀରେ ଦିଲ୍ଲୀରେ ହେବାକୁ ଥିବା ଏହି ଧାରଣ ସ୍ଥଳକୁ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଏବଂ ଶ୍ରୀକାକୁଲମରୁଏହି ସ୍ୱତନ୍ତ୍ର ଟ୍ରେନ ଦୁଇଟି ବାହାରିବ।/ଦେବଦତ୍ତ