ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା ସ୍ବାମୀ

ଆନ୍ଧ୍ରପ୍ରଦେଶ,୧୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ସାତ ଜନ୍ମକୁ ସାଥି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରଦୀପ ଓ ମଣିକ୍ରାନ୍ତି। କିନ୍ତୁ ଏହି ବନ୍ଧନକୁ ସଠିକ ଭାବେ ନିଭାଇପାରିନଥିଲେ ଦୁହେଁ। ବିବାହ ପରେ ପ୍ରତିଦିନ କଳି ଝଗଡା କରି ଜୀବନ ଅତିବାହିତ କରୁଥିଲେ ଦୁହେଁ। ଶେଷରେ ବିରକ୍ତି ହୋଇ ଘରୋଇ ହିଂସାର ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଥିଲେ ପତ୍ନୀ ମଣିକ୍ରାନ୍ତି। ତଥାପି ଏଥିରେ ସାବାଡ ହୋଇନଥିଲେ ସ୍ୱାମୀ ପ୍ରଦୀପ। ଜେଲରୁ ଫେରିବା ପରେ ନିଜର … Continue reading ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା ସ୍ବାମୀ