Odiapua.com

କିଛିସମୟ ପରେ ବନ୍ଦ ହେବ ହୀରାକୁଦ ଡ୍ୟାମର ୧୦ଟି ଗେଟ

ଭୁବନେଶ୍ୱର ୧୬-୮ (ଓଡ଼ିଆ ପୁଅ) ଆଉ ଅଳ୍ପ ସମୟ ପରେ ବନ୍ଦ ହେବ ହୀରାକୁଦ ଡ୍ୟାମର ୧୦ଟି ଗେଟ। ଏହା ପରେ ପର୍ଯ୍ୟାୟ କ୍ରମେ ଧିରେ ଧିରେ ଅନ୍ୟ ଗେଟ୍ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର କର୍ତ୍ତୃପକ୍ଷ।

ସୂଚନାଯୋଗ୍ୟଯେ, ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଥିଲା। ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ଗୁରୁବାର ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲାଯାଇ ସମୁଦାୟ ଡ୍ୟାମ୍ ର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।