Odiapua.com

ଭୁବନେଶ୍ୱରରୁ ଆଜି ୧୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦୧୯

ଭୁବନେଶ୍ଵର ୮-୫ (ଓଡ଼ିଆ ପୁଅ): ଭୁବନେଶ୍ୱରରୁ ଆଜି ୧୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ବରରୁ ୧୦୧୯ ଜଣ। ତେବେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୫୩୦କୁ ବୃଦ୍ଧି ହୋଇଛି। ମୋଟ ୪୨ ହଜାର ୧୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

୧୦୩୪ ଆକ୍ରାନ୍ତଙ୍କ ଭିତରେ ୧୫୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଏବଂ ୮୮୦ ଜଣ ସ୍ଥାନୀୟ ଅଞ୍ଚଳରୁ।

ଏବେ ଭୁବନେଶ୍ବରରେ ୧୦୦୭୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ରାଜଧାନୀରେ୨୭୯ ଜଣଙ୍କର ମୃତ୍ୟୁ ହୋଇଛି।

ଭୁବନେଶ୍ବର ମହାନଗର ନିଗମ ଦେଇଛି ଏହି ସୂଚନା ମିଳିଛି।