ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୱାର୍ଲଡ୍ ଓଡ଼ିଶା ସୋସାଇଟିର (ୱା.ଓ.ସ.) ଅଧ୍ୟକ୍ଷ ଭଦ୍ରକର ଜିଲାପାଳ ଡଃ ଦିଲ୍ଲୀପ ରାଉତରାଏଙ୍କୁ ତାଙ୍କର ପାରଦର୍ଶୀ ପ୍ରଶାସନିକ ସେବା ପାଇଁ ୨୦୨୬ ମସିହାର ରତ୍ନଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ଡଃ ରାଉତରାଏଙ୍କୁ ସାକ୍ଷାତ୍ କରି ଏହି ପୁରସ୍କାର ପ୍ରଦାନ କରିଛନ୍ତି।