Odiapua.com

୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳାରେ ଶୁଭେଚ୍ଛା

ପୁରୀ, ୨୫।୦୧ (ଓଡ଼ିଆ ପୁଅ) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି।

ସେ ତାଙ୍କ ବାଲୁକା କଳାରେ ଇଣ୍ଡିଆ ଗେଟର ଚିତ୍ରଣ କରିବା ସହିତ ଆମ ପ୍ରିୟ ତ୍ରିରଙ୍ଗାର ଚିତ୍ରଣ କରି ସାରା ଭାରତ ବାସୀଙ୍କୁ ଗଣତନ୍ତ୍ର ଦିବସ ର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ସେ “Happy Republic Day” ର ବାର୍ତ୍ତା ଦେଇଛନ୍ତି।