Odiapua.com

୪ ଆଇଏଫଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ରାଜ୍ୟର ୪ ଜଣ ଆଇଏଫଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଏହି ୪ ଅଫିସରଙ୍କ ହେଉଛନ୍ତି ସୁଶାନ୍ତ ନନ୍ଦ (୧୯୮୯), ଓମ ପ୍ରକାଶ ସିଂହ (୧୯୮୯), ସୁରେଶ ପାନ୍ଥ (୧୯୯୦) ଏବଂ (୧୯୯୧) ବ୍ୟାଚର ଲିଙ୍ଗରାଜ ଓତା ।