Odiapua.com

୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ – ଦୁଇ ଗିରଫ

କଟକ ୩-୧ (ଓଡ଼ିଆ ପୁଅ) କଟକ ନିର୍ଗୁଣ୍ଡି ନିକଟରୁ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଅଭିଯୋଗ ଅନୁଯାୟୀ ଏ ସମ୍ବନ୍ଧରେ ଦୁଇ ଚୋରା ଚାଲାଣକାରୀ ଗିରଫ କରାଯାଇଛି। । କଟକରୁ କାର୍‌ ଯୋଗେ ଯାଜପୁର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ ହୋଇଥିବା ଜଣାପଡ଼ିଛି।