Odiapua.com

୩ ପିଏଲଏଫଆଇ ସଦସ୍ୟ ଗିରଫ

ରାଉରକେଲା୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଏକାଧିକ ଅପରାଧୀକ ମାମଲାରେ ସଂପୃକ୍ତ ଥିବା ୩ ଜଣ ପିଏଲଏଫଆଇ ର ସଦସ୍ୟଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ସୁଚନା ମିଳିଛି । ଆଜି ରାଉରକେଲାର ବିଶ୍ରା ପୁଲିସ ହତ୍ୟା.ଦାଦାବଟି ଓ ବଭିନ୍ନ ଅପରାଧୀକ ମାମଲାରେ ସଂପୃକ୍ତ ଥିବା ୩ ଜଣ ପିଏଲଏଫଆଇର ସଦସ୍ୟଙ୍କୁ ଗିରଫ କରିଥିବା ସୁଚନ ମିଳିଛି ।