Odiapua.com

+୨ ପରିକ୍ଷାରେ ପିଲା ଫେଲ ହେଲେ ଉନ୍ନୀତ ହେବେ ନାହିଁ +୨ ପରିକ୍ଷାର୍ଥୀ  

ଭୁବନେଶ୍ୱର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ+୨ ଛାତ୍ର ଛାତ୍ରୀଙ୍କ ପରିକ୍ଷାରେ  କଢା ନିୟମ କରିବା ଦେଖିବାକୁ ମିଳିଛି । ଫେବୃଆରୀରେ ହେବାକୁ ଥିବା ପ୍ରଥମ ବର୍ଷର ପରୀକ୍ଷାରେ ଫେଲ୍ ହେଲେ ଛାତ୍ରଛାତ୍ରୀମାନଙ୍କୁ ମେ ମାସରେ ବିକଳ୍ପ ପରୀକ୍ଷା ଦେବାର ସୁଯୋଗ ଦିଆଯିବ । ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ହେବା ପାଇଁ ଅତି କମ୍‌ରେ ୩୩% ମାର୍କ ରଖିବା ବାଧ୍ୟତାମୂଳକ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଞ୍ଜପ୍ତି ଯାରିକରାଯାଇଛି ।