Odiapua.com

୧୫ ଫୁଟର ଅହିରାଜ ଉଦ୍ଧାର

ବାଲେଶ୍ବର ୯/୯,(ଓଡ଼ିଆ ପୁଅ ପି ନାଏକ): ସୋର ମଙ୍ଗଳପୁର ସରଳିଆ ଗ୍ରାମରୁ ସ୍ନେକ ହେଲପର ଲାଇନ ୧୫ ଫୁଟ ଅହିରାଜ ସାପ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛଡ଼ାଯାଇଛି । ବିଳମ୍ବିତ ରାତିରେ ଜଣଙ୍କର ଘରେ ଏହି ସାପଟି ପଶିଯାଇଥିବାରୁ  ସ୍ନେକ ହେଲପର ଲାଇନକୁ ଖବର ଦେଇଥିଲେ ଏତେ ବଡ଼ ସାପ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଦେଖିବାକୁ ମିଳିଥିଲା ।