Odiapua.com

୧୪ରୁ ୧୭ ହରିଶଙ୍କର ଶୈବପୀଠ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

ବଲାଙ୍ଗିର ୧୪-୧ (ଓଡ଼ିଆ ପୁଅ) : ୧୪ରୁ ୧୭ ହରିଶଙ୍କର ଶୈବପୀଠ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ।

ଆଜିଠାରୁ ମକର ସଂକ୍ରାନ୍ତି ପାଇଁ ହରିଶଙ୍କର ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବେଶରେ କଟକଣା ଲଗାଇଛି ଜିଲ୍ଲାପ୍ରଶାସନ।

ତେବେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା।

ସୂଚନାଯୋଗ୍ୟଯେ, ରାଜ୍ୟରେ କରୋନା ମାମଲା ହୁତୁହୁତୁ ହୋଇ ବଢ଼ୁଛି। ଦୈନିକ ସଂକ୍ରମଣ ୧୦ ପାର ହୋଇଛି। ଏ ନେଇ ଭିଡ଼କୁ ଦୃଷ୍ଟିରେ ରଖି ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।