Odiapua.com

ହୀରାକୁଦ ଡ୍ୟାମରେ ଗାଧୋଇବାକୁ ଯାଇ ୨ ନିଖୋଜ

ସମ୍ବଲପୁର ୭-୮ (ଓଡ଼ିଆ ପୁଅ) : ହୀରାକୁଦ ଡ୍ୟାମରେ ଗାଧୋଇବାକୁ ଯାଇ ୨ ନିଖୋଜ ହୋଇଥିବା ଜଣାପଡ଼ିଛି। ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇଲା ବେଳେ ୨ ଜଣ ବୁଡ଼ିଯାଇଥିବା ଖବର ଆସୁଥିବା ବେଳେ ସେମାନେ ଏକ ସଂସ୍ଥାର କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରିରଖିଛି ଅଗ୍ନିଶମ ବିଭାଗ।