Odiapua.com

ହୀରାକୁଦରେ ପ୍ରଥମ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର, ୧୪ା୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ପୂଜାର୍ଚ୍ଚନା ର ଆୟୋଜନ କରାଯାଇଥିଲା । ପରେ   ପୂଜାର୍ଚ୍ଚନା ପରେ  ବନ୍ୟାଜଳ ଛଡ଼ାଯାଇଛି ।

ତେବେ ଡ୍ୟାମର  ଗୋଟିଏ ଗେଟ୍ ଦେଇ ଏବେ ବନ୍ୟାଜଳ ନିଷ୍କାସନ କରାଯାଉଛି । ୭ନମ୍ବର ସୁଇସ୍ ଗେଟ୍ ବନ୍ୟାଜଳ ନିଷ୍କାସନ କରାଯାଉଛି ।