Odiapua.com

ହାଟଡିହି ତହସିଲରେ ନୁତନ ତହସିଲଦାର ନିଯୁକ୍ତି

ହାଟଡିହି- ୮ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ଓଡିଶା ରାଜସ୍ୱ ପିର୍ଯ୍ୟୟ ପ୍ରସମନ ବିଭାଗ ପକ୍ଷରୁ ୭ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାଇ ଦିଲ୍ଲିପ କୁମାର ସାହୁଙ୍କୁ ହାଟଡିହି ତହସିଲର ତହସିଲଦାର ନିଯୁକ୍ତି ଦିଆଯାଇଛି । ସେ ନୟାଗଡ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ପୁର୍ବରୁ ଥିବା ତହସିଲଦାର କିର୍ତ୍ତନ ବିହାରୀ ଓଝାଙ୍କର ଚାକିରୀରୁ ଅବସର ନେବାପରେ ଏହି ପଦବୀଟି ଖାଲି ପଡିଥିଲା ।