Odiapua.com

ହଂସ ରାଜ ହଂସକୁ ମିଳିଲା ବିଜେପି ଟିକଟ- ଉଦିତ ରାଜ୍ ନାରାଜ -ଛାଡ଼ିବେ ବିଜେପି

ନୂଆ ଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟୀର ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ ପଞ୍ଜାବୀ ଗାୟକ ହଂସ ରାଜ ହଂସଙ୍କୁ ଟିକଟ ମିଳିବାରୁ ଭାରତୀୟ ଜନତା ପାର୍ଟିର ଉତ୍ତର ପଶ୍ଚିମ ଦିଲ୍ଲୀରେ ବର୍ତ୍ତମାନର ସାଂସଦ ଉଦିତ ରାଜ ପାର୍ଟୀରୁ ନାରାଜ ହୋଇଯାଇଛନ୍ତି ଏବଂ ସେ ସକାଳେ ହିଁ ଟ୍ଵୀଟ କର ସ୍ପଷ୍ଟ କରିଛନ୍ତି କି ପାର୍ଟୀରୁ ଟିକଟ ନ ମିଳିବାରୁ ସେ ଇସ୍ତଫା ଦେଇକରି ଦିଲ୍ଲୀ ସଂସଦୀୟ ସିଟରୁ ନିର୍ଦଳୀୟ ନିର୍ବାଚନ ଲଢ଼ିବେ।