ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୧୯୯୫ ମସିହା ଛାତ୍ର ଛାତ୍ରୀ ମାନେ ଆଖଣ୍ଡଳମଣି ସରକାରୀ ସ୍କୁଲ ରେ ପଡ଼ୁଥିବା ଛାତ୍ର ଛାତ୍ରୀ ମାନେ ଓ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ତରଫରୁ ଏକ ବିଶାଳ ରକ୍ତ ଦାନ ଶିବିର ହୋଇ ଯାଇ ଥିଲା ଏହି ଶିବିର ରେ ମୁଖ୍ୟ ଅତିଥି ଥିଲେ ବିଜୟ କୁମାସ ଦାଶ,ସମସ୍ତ ଗୁରୁଜୀ ବୃନ୍ଦଓ ଜିଲ୍ଲା ରକ୍ତ ସଂଗଠନ ର ମୁଖ୍ୟ ସହଯୋଗୀ ଦୀପ୍ତି ରଞ୍ଜନ ବିଶ୍ୱାଳ,ସଭାପତି ମିଥୁନ ଜେନା ସମସ୍ତ ସ୍ୱେଚ୍ଛାସେବୀ ମାନେ ରକ୍ତ ଦାନ କରିଥିଲେ ରକ୍ତ ଦାନ ମହତ ଦାନ ଗୋଟିଏ ବୃନ୍ଦା ରକ୍ତରେ କାହାର ଯିବନ ବଞ୍ଚି ପାରିବ ଏହା ଥିଲା ଆମର ମୂଳ ଲକ୍ଷ୍ୟ ରକ୍ତ ଅଭାବରୁ କାହାର ଜୀବନ ନ ଯାଉ ସଂଗଠନର ସଭାପତି କହିଥିଲେ।