Odiapua.com

ସୌମ୍ୟଙ୍କୁ ସାକ୍ଷାତ କଲେ ବୈଜୟନ୍ତ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା, ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ବିଜେପି ପକ୍ଷରୁ ଚାଲିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ବୁଦ୍ଧିଜୀବୀ ମାନଙ୍କୁ ଭେଟି ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇବା କାର୍ଯ୍ୟକ୍ରମ ପରିପେକ୍ଷୀରେ ବୈଜୟନ୍ତ, ସୌମ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି।/-ଦେବଦତ୍ତ ରଥ