Odiapua.com

ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ଉପରୁ ବିଜେଡିର ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ନୟାଗଡ଼, ୯-୪ (ଓଡ଼ିଆ ପୁଅ) : ନୟାଗଡ଼ର ବିଜେଡି ନେତା ତଥା ପୂର୍ବତନ ଜିଳ୍ଲାପରିଷଦ ସଭ୍ୟ ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ଉପରୁ ବିଜୁ ଜନତା ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛି। ବିଜୂ ଜନତା ଦଳର ରାଜ ୫ସଭାପତି ନବୀନ ପଟ୍ଟନାୟକ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ସୂର୍ଯନାରାୟଣ ଚୌଧୁରୀଙ୍କ ଉପରୁ ନିଲମ୍ବନଆଦେଶ ପ୍ରତ୍ୟାହାର ହୋଇଥିବା ବିଜୁ ଜନତା ଦଳର ରାଜ ସଂପାଦକ ବିଜୟ ନାୟକ ଏକ ପେସ ଇସ୍ତାହାରରେ ଜଣାଇଛନ୍ତି।