Odiapua.com

ସୁସ୍ଥ ହେଲେ ୧୭୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୨୦ -୧୨ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୧୭୪ କରୋନା ଆକ୍ରାନ୍ତ।

୮୪ ଜଣ ଖୋର୍ଦ୍ଦା ଜିଲ୍ଲାରୁ,
୧୯ ଜଣ ସମ୍ବଲପୁର ଜିଲ୍ଲାରୁ,
୭ ଜଣ କଟକ ଜିଲ୍ଲାରୁ,
୭ ଜଣ ଯାଜପୁର ଜିଲ୍ଲାରୁ,
୭ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ,
୫ ଜଣ ମୟୁରଭଞ୍ଜ ଜିଲ୍ଲାରୁ,
୩ ଜଣ ବାଲେଶ୍ୱର ଜିଲ୍ଲାରୁ,
୩ ଜଣ ବରଗଡ଼ ଜିଲ୍ଲାରୁ,
୩ ଜଣ ବଲାଙ୍ଗୀର ଜିଲ୍ଲାରୁ,
୩ ଜଣ ଗଞ୍ଜାମ ଜିଲ୍ଲାରୁ,
୨ ଜଣ କେନ୍ଦୁଝର ଜିଲ୍ଲାରୁ,
୨ ଜଣ ଦେବଗଡ଼ ଜିଲ୍ଲାରୁ,
୨ ଜଣ ଝାରସୁଗୁଡ଼ା ଜିଲ୍ଲାରୁ,
୧ ଜଣ ଭଦ୍ରକ ଜିଲ୍ଲାରୁ,
୧ ଜଣ ଜଗତସିଂହପୁର ଜିଲ୍ଲାରୁ,
୧ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ,
୧ ଜଣ କୋରାପୁଟ ଜିଲ୍ଲାରୁ,
୧ ଜଣ ନୟାଗଡ଼ ଜିଲ୍ଲାରୁ,
୧ ଜଣ ପୁରୀ ଜିଲ୍ଲାରୁ,
୧ ଜଣ ସୋନପୁର ଜିଲ୍ଲାରୁ,
୨୦ ଜଣ State Pool ରୁ
ତେବେ ଏ ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା ୧୦,୪୨,୮୭୫ କୁ ବୃଦ୍ଧି ପାଇଛି।