Odiapua.com

ସୁବର୍ଣ୍ଣମୁଖୀ ମଣ୍ଡଳ ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ହରଘର ତ୍ରିରଙ୍ଗା ଅଭିଯାନ ଅବସରରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣମୁଖୀ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଇଥିଲେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠି, ଉପାଧ୍ୟାକ୍ଷ ପ୍ରଣୀତ କାନ୍ତି ସାମଲ, ସୁବର୍ଣ୍ଣମୁଖୀ ମଣ୍ଡଳ ସଭାପାତି ପ୍ରଣବ ରାଉତ, ଯୁବ ସଭାପତି ସନ୍ତୋଷ ଭାଇ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତପସ୍ୱିନୀ ଅପା,ସଞ୍ଜୀବ ଭାଇ, ଲିଟୁ ଭାଇଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ପଦାଧିକାରୀ ଓ ଦେବ ଦୁର୍ଲଭ କାର୍ଯ୍ୟକର୍ତା ପ୍ରମୁଖ ମାନେ ଉପସ୍ଥିତ ଥିଲେ।