Odiapua.com

ସୁକିନ୍ଦା : ସୁକିନ୍ଦା ପୋଲିସ ଦ୍ୱାରା ପଥର ବୋଝେଇ ଟ୍ରକ ଜବତ, ଡ୍ରାଇଭର ଗିରଫ

ଯାଜପୁର ସୁକିନ୍ଦା ୬/୬ (ଓଡ଼ିଆ ପୁଅ / ଜିଜ୍ଞାଶୁ ସାହୁ)ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରାଙ୍କ ନେତୃତ୍ୱରେ ସୁକିନ୍ଦା ପୋଲିସ ସୁକିନ୍ଦା ଅଞ୍ଚଳରେ ଆଜି ଦିବା ୧ ଘଟିକା ସମୟରେ କଡା ପ୍ରହରା ଜାରି ରହିଥିବା ବେଳେ ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ି ମୁଖ୍ୟ ରାସ୍ତାରେ ଏକଟ୍ରକ ନମ୍ବର OR୦୯E୨୦୧୦ ଚୋରା ପଥର ବୋଝେଇ କରି ଆସୁଥିବା ବେଳେ ଚୋରା ପଥର ବୋଝେଇ ଟ୍ରକକୁ ଅଟକାଇଥିଲା ସୁକିନ୍ଦା ପୋଲିସ ଦ୍ୱାରା ଚୋରା ପଥର ବୋଝେଇ ଟ୍ରକ ଡ୍ରାଇଭର ଅଜୁ ଲୋହାର ନାମରେ କେଶ ନମ୍ବର ୧୨୭/୨୦ ରେ ମାମଲା ରୁଜୁ କରି ଡ୍ରାଇଭରକୁ ବିଚାରଧିନ କୋର୍ଟକୁ ପଠାଇ ଦେଇଥିବା ସୁଚନା ମିଳିଛି।