Odiapua.com

ସିଲଭର ସିଟିରୁ ଜବତ ହେଲା ବ୍ରାଉନ ସୁଗାର

କଟକ,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ସିଲଭର ସିଟି କଟକରୁ ଜବତ ହୋଇଛି ଧଳା ଜହର । ସୂଚନା ଅନୁସାରେ, ଗଡଗଡିଆ ଘାଟ ନିକଟରୁ ପ୍ରାୟ ୯୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ଅବକାରୀ ଗୁଇନ୍ଦା ବିଭାଗ ଏହାକୁ ଜବତ କରି ବଳରାମ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।