ସିଏଏ ଆଣିଛି ନୂତନ ଆଶା,ସିଏଏ ସପକ୍ଷେ ଆମ ଓଡ଼ିଶା: ଦେଖନ୍ତୁ ପିଙ୍କି, ଅନୁ ଆଉ ପଞ୍ଚାନନଙ୍କ ଭିଡିଓ ..

ଭୁବନେଶ୍ୱର: ସିଏଏ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ରାଷ୍ଟ୍ରବ୍ୟାପୀ ବିଜେପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରୁଛି।ଓଡ଼ିଶା ବିଜେପି ମଧ୍ୟ କରୁଛି ବିଭିନ୍ନ କାର୍ଯ୍ୟକ୍ରମ।ସେହି ଅନୁଯାୟୀ କଳା ଜଗତରୁ ରାଜନୀତିକୁ ଆସି ବିଜେପିରେ ଯୋଗଦେଇ ଥିବା ଅଭିନେତ୍ରୀ ତଥା ନେତ୍ରୀ ପିଙ୍କି ପ୍ରଧାନ, ଅନୁ ଚୌଧୂରୀ ଏବଂ ଗୀତିକାର ତଥା ନେତା ପଞ୍ଚାନନ ନାୟକ ମିଳିତ ଭାବରେ ସିଏଏ ସପକ୍ଷରେ ଏକ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।ପିଙ୍କି ଆଉ ଅନୁ “ସିଏଏ … Continue reading ସିଏଏ ଆଣିଛି ନୂତନ ଆଶା,ସିଏଏ ସପକ୍ଷେ ଆମ ଓଡ଼ିଶା: ଦେଖନ୍ତୁ ପିଙ୍କି, ଅନୁ ଆଉ ପଞ୍ଚାନନଙ୍କ ଭିଡିଓ ..