ସାବଧାନ! ଭିଡିଓ କନଫରେନ୍ସିଂରେ ମାତି ଯାଇଛନ୍ତି କି?

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କ କାରଣରୁ ବିଶ୍ଵବ୍ୟାପୀ ବିଭିନ୍ନ ସ୍ଥାନରେ ଲକ୍ ଡାଉନ୍ ଘୋଷଣା ଭିତରେ ଲୋକେ ଏକ ପ୍ରକାର ଗୃହବନ୍ଦୀ ହୋଇ ଅଛନ୍ତି। ଏମିତିରେ ୱାର୍କ ଫ୍ରମ୍ ହୋମ୍ (ଘରୁ କାମ କରିବା) ପଦ୍ଧତି ଅନୁଯାୟୀ ଅନେକ କମ୍ପାନୀ, ଶିକ୍ଷାନୁଷ୍ଠାନ ଆଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କାମ ତୁଲାଉଛନ୍ତି। ଏପରି ଭିଡିଓ କନଫରେନ୍ସିଂ ପାଇଁ ଜୁମ୍ ଭିଡିଓ କନଫରେନ୍ସିଂ ଆପ୍ ବ୍ୟବହାର କରାଯାଉଛି। ବିଶ୍ୱରେ ଏବେ ଏହି ଆପର ଲୋକ ପ୍ରିୟତା କାହିଁ କେତେ ଗୁଣାରେ … Continue reading ସାବଧାନ! ଭିଡିଓ କନଫରେନ୍ସିଂରେ ମାତି ଯାଇଛନ୍ତି କି?