Odiapua.com

ସାଂସଦ ଙ୍କ ଦ୍ୱାରା ମାଲକାନଗିରି ରେ ନୂତନ ମାର୍କେଟ କମ୍ପେ୍ଲକ୍ସ ଓ କାଜିଂଆ ହୋଦା ଉଦଘାଟିତ

ମାଲକାନଗିରି,୬ା୪ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ଦ୍ୱାରା ନିର୍ମିତ ଦୈନିକ ବଜାର ପରିସରରେ ନୂତନ ମାର୍କେଟ କମ୍ପେ୍ଲକ୍ସ ଉଦଘାଟିତ ହୋଇଯାଇଛି ।ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ନୂତନ ମାର୍କେଟ କମ୍ଲେକ୍ସ କୁ ଉଦଘାଟନ କରିଛନ୍ତି । ଜିଲ୍ଲାସଦର ମହକୁମା ଠାରେ ନୂତନ କାଜିଂଆ ହୋଦା ମଧ୍ୟ ଉଦଘାଟିତ ହୋଇ ଯାଇଛି । ଏହି ଉଦଘାଟନି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟମାଢି,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ପୌରପରିଷଦ ନିର୍ବାହି ଅଧିକାରୀ ତ୍ରୀଶୁଳ ମାର୍ଡି ପ୍ରମୁଖ ଉପସ୍ଥିତ ଥିଲେ ।