Odiapua.com

ସହରରେ ଖୋଲିଲା ଅତ୍ୟାଧୁନିକ ‘ଭଦ୍ରକ କିଚେନ ସଲ୍ୟୁସନ’

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ବାଲେଶ୍ୱର ବସ୍‌ଷ୍ଟାଣ୍ଡ ବନ୍ତଛକ ସିଟି ରେସିଡେନ୍ସି ନିକଟରେ ଏକ ଅତ୍ୟାଧୁନିକ ‘ଭଦ୍ରକ କିଚେନ ସଲ୍ୟୁସନ’ ସୋ’ ରୁମ୍‌କୁ ବିଶିଷ୍ଟ ଅଭିନେତ୍ରୀ ଅନୁ ଚୌଧୁରୀ ଉଦ୍‌ଘାଟନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ସୋ ରୁମ୍‌ଟିରେ ରୋଷେଇ ପ୍ରସ୍ତୁତିର ସମଗ୍ର ସାମଗ୍ରୀ ସହ ଅତ୍ୟାଧୁନିକ ଇଲୋକଟ୍ରୋନିକ୍ସ ସାମଗ୍ରୀ ଉପଲବ୍ଧ ରହିଛି। ବିଶେଷକରି ଫ୍ରିଜ୍‌, ଗ୍ୟାସ୍ ଚୁଲା, ଫ୍ୟାନ୍‌, ଗ୍ରାଇଣ୍ଡର, ଚିମିନି, କୁକ୍ ଟପ୍‌, ଗ୍ଲାସ୍ ହବ୍‌, ଡିସ୍ ୱାସର, ୱାଟର ପିୟୁରିଫାୟର, ଏସି, ୱାଟର କୁଲର, ଏଲଇଡି, ୱାସିଂ ମେସିନ୍‌, ମାଇକ୍ରୋୱେବ୍‌, ଓଭେନ୍‌, ଇନଭର୍ଟର ବ୍ୟାଟେରୀ, ମିକ୍ସଚର ଗ୍ରାଇଣ୍ଡର ଭଳି ସମସ୍ତ ଘରୋଇ ସାମଗ୍ରୀ ଏଠାରେ ମିଳୁଛି ବୋଲି ଏହାର ସତ୍ୱାଧିକାରୀ କହିଛନ୍ତି। ଆଜି ଅନୁ ଚୌଧୁରୀ ଏଭଳି ଏକ ଅତ୍ୟାଧୁନିକ ଘରୋଇ ସୋ’ରୁମ୍ ଉଦ୍‌ଘାଟନ କରି ଏହା ଭଦ୍ରକବାସୀଙ୍କ କିଚେନ ସମସ୍ୟାକୁ ଦୂର କରିବ ବୋଲି କହିଛନ୍ତି।