Odiapua.com

ସମ୍ବଲପୁର ମେନ ରୋଡ଼ରେ ଓଡ଼ିଆ ଅଭଡ଼ା ନାମରେ ଏକ ରେସ୍ତୋରାଁ ଖୋଲିବା ନେଇ ପ୍ରତିବାଦ

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସମ୍ବଲପୁର ମେନ ରୋର୍ଡ଼ରେ ଓଡ଼ିଆ ଅଭଡ଼ା ନାମରେ ଏକ ରେଷ୍ଟୋରାଁ ଖୋଲିଥିବା ନେଇ ଏକ ଫଟୋ ଭାଇରାଲ ହେବାପରେ ପୁରୀ ଓକିଲ ସଂଘ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନୀଲ କୁମାର ସାହୁ ରେସ୍ତୋରାଁ ଖୋଲିଥବା ବ୍ୟକ୍ତି ଓ ଅନୁଷ୍ଠାନକୁ ଓକିଲ ନୋଷ୍ଟିସ କଠାଯାଇଛି। ଅଭଡ଼ା ନାଁରେ ନକଲି ଖାଦ୍ୟ ଲୋକଙ୍କୁ ଦେବା ବେଆଇନ। ଏହା ମହାପ୍ରଭୁଙ୍କ ମହାପ୍ରସାଦର ମର୍ଯ୍ୟାଦାହାନୀ କରୁଥିବା ଓକିଲ ସଂଘ ଅଭିଯୋଗ ଆଣିଛି।