Odiapua.com

ସମୁଦ୍ରରୁ ଧରାହେଲା ବିରଳ ପ୍ରଜାତିର ମାଛ

କେନ୍ଦ୍ରାପଡା୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦ୍ରାପହା ଜିଲ୍ଲା ତଳଚୁଆ ଅଞ୍ଚଳର ମତ୍ସଜୀବି ମାନେ ସମୁଦ୍ରରୁ ଥଣ୍ଟଥିବା ଏକ ବିରଳ ପ୍ରଜାତିର ମାଛକୁ ଧରିବା ଦେଖିବାକୁ ମିଳିଛି। ଏହି ମାଛ ବିଦେଶରେ ଚାହିଦା ରହିଥିବା ବେଳେ ଏହାର କିଲୋ ୧୫ ହଜାରରୁ ଅଧିକ ଟଙ୍କାରେ ବିକ୍ରିହେବ ବୋଲି କହିଛନ୍ତି ମତ୍ସଜୀବି। ଧରାପଡିଥିବା ସାମୁଦ୍ରିକ ମାଛଟି ପ୍ରାୟ ୧୨ କେଜି ଓଜନରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି।