Odiapua.com

ସବରୀମାଳା ପ୍ରସଙ୍ଗ: ବଡ଼ ବେଞ୍ଚକୁ ଦାୟିତ୍ୱ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସବରୀମାଳା ବିବାଦ ପ୍ରସଙ୍ଗର ଶୁଣାଣି ଦାୟିତ୍ୱ ୭ ଜଣିଆ ବଡ଼ ବେଞ୍ଚକୁ ହସ୍ତାନ୍ତର କରିଛନ୍ତି।୭ ଜଣିଆ ବଡ଼ ବେଞ୍ଚ ଏବେ ଏହାର ଶୁଣାଣି କରିବେ।ଏବେ ମନ୍ଦିରରେ ୫୦ ବର୍ଷ ବୟସରୁ କମ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଉପରେ କୌଣସି ରାୟ ନଦେଇ ତାହା ଯଥାବିଧି ରଖିଛନ୍ତି ସୁପ୍ରିମକୋର୍ଟ।-ଦେବଦତ୍ତ ରଥ