Odiapua.com

ଷ୍ଟ୍ରୋକ ଆସିବା ପରେ ହଠାତ୍ ତଳେ ପଡ଼ିଗଲେ ଟିଭି ଆଙ୍କର – ଦେଖନ୍ତୁ ଭିଡ଼ିଓ

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଯୁକ୍ତରାଷ୍ଟ୍ରରେ, ଆଲିସା କାର୍ଲସନ୍ ନାମକ ଜଣେ ନ୍ୟୁଜ ଆଙ୍କର ଅନ-ଏୟାର ଷ୍ଟ୍ରୋକ୍‌ରେ ପୀଡିତ ଥିବା ଜଣାଯାଇଛି। ଅନଲାଇନରେ ଆସିଥିବା ଫୁଟେଜରେ ଏହା ଦେଖାଯାଉଛି ଯେ ଆଲିସା ଡେସ୍କ ଉପରେ ହାତ ରଖିବା ମାତ୍ରେ ସେ କିଛି ସେକେଣ୍ଡରେ ତଳେ ପଡ଼ିଯାଇଥିଲେ। ତେବେ, ପରେ ଆଲିସା କହିଛନ୍ତି ଯେ ଚିନ୍ତା କରିବାର କିଛି ନାହିଁ।