ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର – ଦୋବଲ ରାସ୍ତା ଧାମନଗର କଲେଜ ନିକଟରେ, ରାସ୍ତା କଡରେ ଥିବା ଷ୍ଟ୍ରୀଟ ଲାଇଟି ଖୁଂଟକୁ ଏକ ବୋଲେରୋ ଗାଡି ପିଟି ହୋଇ ଓଲଟି ପଡିଥିବା ଦେଖିବା ପାଇଁ ମିଳିଛି। ସୂଚନା ଅନୁଯାୟୀ ବୋଲେରୋ ଗାଡିଟି ଧାମନଗର ଥାନା ଅଂଚଳ ହୋଇ ଥିବା ବେଳେ ମଧ୍ୟ ରାତ୍ରିରେ ଯାତ୍ରୀଙ୍କୁ ଛାଡି ଗାଡି ନେଇ ଚାଳକ ଦୋବଲ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏଥିରେ କେହି ଗୁରୁତ୍ୱ ହୋଇନଥିବା ବେଳେ ଗାଡି ଚାଳକ ବଂଚି ଯିବା ସହ ଅଳ୍ପକେ ଆହାତ ହୋଇଥିବା ସୂଚନା ମିଳିଛି।ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚିଛି।
ଷ୍ଟ୍ରୀଟ ଲାଇଟି ଖୁଂଟକୁ ପିଟି ଓଲଟିଲା ବୋଲେରୋ ଗାଡି
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????