Odiapua.com

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ବନକ ଲାଗି ନୀତି

ପୁରୀ୧୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ବନକ ଲାଗି ନୀତି ଶ୍ରୀମନ୍ଦିରର ଦ୍ୱିତୀୟ ଭୋଗମଣ୍ଡପରେ ବନକ ଲାଗି ନୀତି ଅପରାହ୍ନ ୨.୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ  ନୀତି ପାଇଁ ସର୍ବସାଧାରଣ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଯାରି କରାଯାଇଛି ।