Odiapua.com

ଶୁକ୍ରବାର ଦିନ ଦିଲ୍ଲୀରେ ଦେବ CDS ବିପିନ ରାୱତ ଏବଂ ପତ୍ନୀଙ୍କ ଶେଷ ସଂସ୍କାର

ନୂଆ ଦିଲ୍ଲୀ ୮-୧୨ (ଓଡ଼ିଆ ପୁଅ) ଛିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ଶବଦାହ ଶୁକ୍ରବାର ଦିନ (ଡିସେମ୍ବର ୧୦) ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ କରାଯିବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ମୃତଦେହ ଜାତୀୟ ରାଜଧାନୀରେ ଏକ ସାମରିକ ବିମାନରେ ପହଞ୍ଚିବ ବୋଲି ଆଶା କରାଯାଉଛି ବୋଲି ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ସୂତ୍ରରୁ ପ୍ରକାଶ।