Odiapua.com

ଲ୍ୟାଣ୍ଡିଂ ନ କରି ଫେରି ଆସିଲା ବିମାନ

ଝାରସୁଗୁଡା,୧୧ /୦୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ବଙ୍ଗେପେସାଗରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ପାଣିପାଗ ମେଘୁଆ ରହିଛି ।

ଫଳରେ ଖରାପ ପାଣିପାଗ ଥିବାରୁ ଆଲାଏଞ୍ଜ ଏୟାର ବିମାନ ଅବତରଣ କରିନପାରି ଝାରସୁଗୁଡାରୁ ପୁଣି ଭୁବନେଶ୍ୱରକୁ ଫେରିଆସିଛି । ଝାରସୁଗୁଡା ଆକାଶରେ କିଛି ସମୟ ଚକରକାଟି ବିମାନଟି ଫେରିଯାଇଛି ।