Odiapua.com

ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନର ସ୍ୱାଧୀନତା ଦିବସ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ୍ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସଭାପତି ପଦ୍ମନ କୁମାର ରାୟ ପତାକା ଉତୋଳନ କରିଥିଲେ । କ୍ଲବ୍‌ର ସଂପାଦକ ବୈଲୋଚନ ବେହୁରିଆ, ଡ. ନାରାୟଣ ଚନ୍ଦ୍ର ମିଶ୍ର କୋଷାଧ୍ୟକ୍ଷ, ପୂର୍ବତନ ସଭାପତି ସତ୍ୟେନ୍ଦୁ କୁମାର ରାୟ ମହାପାତ୍ର, ରିଜିଅନ ଚେୟାରମେନ୍ ପ୍ରଭାତ କୁମାର ଧଳ, ବରିଷ୍ଠ ଲାୟନ ଆଇନ୍‌ଜୀବୀ ପର୍ଶୁରାମ ଦ୍ୱିବେଦୀ, ସନ୍ତୋଷ ପତି, ସଦସ୍ୟ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଗୀତାଞ୍ଜଳି ଦ୍ୱିବେଦୀ, ତିଳୋତମା ପଣ୍ଡା, ପ୍ରଦୀପ କୁମାର ସାବତ, ଅମର ମହାନ୍ତି, ବର୍ଷା ମଙ୍ଗଳ ସନ୍ଧ୍ୟା, ଲାୟନ୍ସ ପ୍ରତାପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।