Odiapua.com

ଲକ୍ ଡାଉନ୍ ସମୟରେ ଦୁର୍ଘଟଣା: ବାଇକକୁ କାର, କାରକୁ ଟ୍ରକ ଧକ୍କା; ୨ ମୃତ

ଭୁବନେଶ୍ୱର: ସାରା ଦେଶରେ ଏବେ ଲକ୍ ଡାଉନ୍ ଘୋଷଣା ହୋଇଥିବା ସମୟରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକ ନିକଟରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ଏକ କାର ଏବଂ ବାଇକ୍ ମଧ୍ୟରେ ଧକ୍କା ହୋଇ ବାଇକ୍ ଚାଳକର ମୃତ୍ୟୁ ଘଟିଥିବା ବେଳେ କାରଟି ପୁଣି ଭାରସ୍ୟାମ ହରାଇ ଏକ ଟ୍ରକ ସହିତ ଧକ୍କା ହେବା ଫଳରେ କାର୍ ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଛି। /- ଦେବଦତ୍ତ ରଥ