ଭୁବନେଶ୍ୱର ୩୦ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ପାଇଁ ଲକ୍ଡାଉନ୍ ସମୟରେ ରାଜ୍ୟରେ ୧ ଲକ୍ଷ ୨୫ ହଜାର ୨୩୭ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇ ଥିବା ଶ୍ରମ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ୮୦ଟି ଶିବିରରେ ୧୯ ହଜାର ୮୧୬ ଗରିବଙ୍କୁ ଖାଦ୍ୟ ବଣ୍ଟାଯାଇଥିବା ଶ୍ରମ ସଚିବଙ୍କ ଠାରୁ ସୂଚନା ମିଳିଛି।