Odiapua.com

ରୋଗୀ ମୃତ୍ୟୁକୁ ନେଇ ଚିକିତ୍ସାଳୟରେ ଭଙ୍ଗାରୁଜା

ପୁରୀ, ୧୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁଣି ଚର୍ଚ୍ଚା ରେ ସଦର ମହକୁମା ଚିକିତ୍ସାଳୟ। ରୋଗୀ ମୃତ୍ୟୁ କୁ ନେଇ ଭଙ୍ଗା ରୁଜା ପେଟ ଯନ୍ତ୍ରଣା କୁ ନେଇ ଗତକାଲି ଅପରାହ୍ନ ରେ ସାମୁଦ୍ରିକ ଥାନା ଅନ୍ତର୍ଗତ ଉର ଗ୍ରାମର ସାରଥି ମହାପାତ୍ର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଚିକିତ୍ସା ରେ ଅବହେଳା କୁ ନେଇ ସାରଥି ଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ବର୍ଗ ଓ ସଂପର୍କୀୟ ମାନେ ଅଭିଯୋଗ କରି ମେଡିକାଲ ରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଂଚି ପରିସ୍ଥିତି କୁ ଆୟତ କରିଛି।