Odiapua.com

ରାହୁଲ ଗାନ୍ଧୀଙ୍କ କେନ୍ଦ୍ରକୁ ଆବେଦନ, PR ଏବଂ ଅନ୍ୟାନ୍ୟ ପ୍ରକଳ୍ପରେ ଖର୍ଚ୍ଚ କରିବା ପରିବର୍ତ୍ତେ ଟିକା, ଅକ୍ସିଜେନ୍‌ ଉପରେ ଧ୍ୟାନ ଦିଅନ୍ତୁ

ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, “ସଦ୍ଭାବରେ କେନ୍ଦ୍ର ସରକାରଙ୍କୁ ନିବେଦନ ଯେ PR ଏବଂ ଅନାବଶ୍ୟକ ପ୍ରକଳ୍ପରେ ଖର୍ଚ୍ଚ କରିବା ପରିବର୍ତ୍ତେ ଟିକା, ଅକ୍ସିଜେନ୍‌ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦିଅନ୍ତୁ। ଏହି ସଙ୍କଟ ଆଗାମୀ ଦିନରେ ଆହୁରି ଗଭୀର ହେବ। ଏହାର ମୁକାବିଲା ପାଇଁ ଦେଶ ପ୍ରସ୍ତୁତ ହେବା ଆବଶ୍ୟକ। ବର୍ତ୍ତମାନ ଦୁର୍ଦ୍ଦଶା ଅସହ୍ୟ! ”