ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଟକ ଜିଲ୍ଲା ବାରବାଟୀ ଷ୍ଟାଡିୟମ ଠାରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ଯ ସ୍ତରୀୟ ବରିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ଟି ୧୪ ଡିସେମ୍ବର ରୁ ଆରମ୍ଭ ହୋଇ ୧୭ ଡିସେମ୍ବର ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ତାର ୧୨ ଜଣ ପୁରୁଷଖେଳାଳୀ ଙ୍କ ନାମ ଘୋଷଣା କରିଛି ।ଏହି ଦଳ କୁ ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆଶୋସିଏସନ୍ ର ସଂପାଦକ ଧିରେନ୍? ପଲାଇ ଶୁଭେଚ୍ଛା ଜଣାଇବା ସହିତ କୋଷାଧ୍ୟକ ବ୍ୟାମୋକେଶ ସେନାପତି ,ସଂଘର ସମସ୍ତ ସଦସ୍ୟ ଓ ବାସ୍କେଟବଲ୍ କୋଚ୍ ମନୋଜ କୁମାର ସାହୁ ପ୍ରମୁଖ ଖେଳାଳୀ ମାନଙ୍କୁ ରାଜ୍ୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ବୋଲି ତାଙ୍କର ଶୁଭ ମନାସିଛନ୍ତି .ଏହି ଦଳ ସହିତ ଶୁଶାନ୍ତ ଜେନା , ଅଭିଷେକ ମହାନ୍ତି କୋଚ୍ ଓ ମ୍ୟାନେଜର ଭାବରେ ଯାତ୍ରା କରୁଛନ୍ତି । ଖେଳାଳୀ ଙ୍କ ନାମ କେଶବ କୁମାର ବେହେରା ,ଅଶ୍ୱିନୀ ମହାନ୍ତି ଦେବବ୍ରତ ବାରିକ , ସ୍ମିଥ ମହାନ୍ତି ଅଙ୍କିତ ସାହୁ, ଯତିନ୍ ସେଠୀ ,ସୁଦୀପ୍ ମଲିକ୍ ଜୟ ଯଜ୍ଞାଶ ସେନାପତି , ତନ୍ମୟ ମହାନ୍ତି , ବିଶ୍ୱାମିତ୍ର ବେହେରା , ଶ୍ରୀକାନ୍ତ ଜେନା ଓ ପୁରୁଷତ୍ତୋମ ମିଶ୍ର