Odiapua.com

ରାଜ୍ୟସଭା ମାର୍ଶାଲଙ୍କର ୟୁନିଫର୍ମ ବଦଳିଲା

ନୂଆ ଦିଲ୍ଲୀ ୧୮-୧୧ (ଓଡ଼ିଆ ପୁଅ) ସଂସଦର ଶୀତକାଳୀନ ଅଧିବେସନ ପୂର୍ବ ଦିନ ରାଜ୍ୟସଭାର ସଦସ୍ୟମାନେ ସଭାପତିଙ୍କର ପଛରେ ରହୁଥିବା ମାର୍ଶଲ୍ସ କୁ ଦେଖ ପ୍ରଥମେ ଆଶ୍ଟର୍ଯ୍ୟ ହୋଇଯାଇଥିଲେ। ପ୍ରକୃତରେ କହିବାକୁ ଗଲେ ମାର୍ଶଲ୍ସମାନଙ୍କର ପୁରୁଣା ଭାରତୀୟ ପୋଷାକ ସାଥିରେ ପଗଡ଼ି ଥିବା ପୋଷାକରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ପରେ ତାଙ୍କ ପୋଷାକ ସୈନ୍ୟ ପୋଷାକ ପରି ଲାଗୁଛି। ତାଙ୍କ ନୂଆ ପୋଷାକର ରଙ୍ଗ ଲିଭ ଗ୍ରୀନ ଅଟେ।