Odiapua.com

ରାଜ୍ୟସଭାରେ ସସ୍ମିତ ପାତ୍ର ହେଲେ ସଂସଦୀୟ ଦଳ ନେତା ଏବଂ ମୁଖ୍ୟ ସଚେଚକ ହେଲେ ସୁଲତା ଦେଓ

ଭୁବନେଶ୍ୱର ୨୯-୭ (ଓଡ଼ିଆ ପୁଅ) ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ, ରାଜ୍ୟସଭାରେ ବିଜୁ ଜନତା ଦଳ ଦଳର ସଂସଦୀୟ ଦଳ ନେତା ଭାବରେ ସସ୍ମିତ ପାତ୍ର ଏବଂ ମୁଖ୍ୟ ସଚେଚକ ଭାବରେ ସୁଲତା ଦେଓଙ୍କୁ ନିଯୁକ୍ତ କରାଯାଇଛି ବୋଲି ଦଳର ସାଂଗଠନିକ ସଚିବ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।