Odiapua.com

ରାଜ୍ୟରେ ସୁସ୍ଥ ହେଲେ ୨,୪୯୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୧୮ ଜୁଲାଇ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୨୪୯୨ କରୋନା ଆକ୍ରାନ୍ତ। ଜାଣନ୍ତୁ କେଉଁ ଜିଲ୍ଲାରୁ,ରୁ କେତେ

୫୬୪ – ଖୋର୍ଦ୍ଦା ଜିଲ୍ଲାରୁ,
୩୭୮ – କଟକ ଜିଲ୍ଲାରୁ,
୨୨୧ – ବାଲେଶ୍ୱର ଜିଲ୍ଲାରୁ,
୧୮୦ – ଯାଜପୁର ଜିଲ୍ଲାରୁ,
୧୪୭ – ନୟାଗଡ଼ ଜିଲ୍ଲାରୁ,
୧୦୪ – ପୁରୀ ଜିଲ୍ଲାରୁ,
୧୦୧ – ମୟୁରଭଞ୍ଜ ଜିଲ୍ଲାରୁ,
୮୮ – ଢେଙ୍କାନାଳ ଜିଲ୍ଲାରୁ,
୮୨ – ଭଦ୍ରକ ଜିଲ୍ଲାରୁ,
୭୧ – ଜଗତସିଂହପୁର ଜିଲ୍ଲାରୁ,
୬୦ – କେନ୍ଦ୍ରାପଡ଼ା ଜିଲ୍ଲାରୁ,
୫୯ – ସୁନ୍ଦରଗଡ଼ ଜିଲ୍ଲାରୁ,
୫୪ – ଅନୁଗୁଳ ଜିଲ୍ଲାରୁ,ରୁ
୪୪ – କେନ୍ଦୁଝର ଜିଲ୍ଲାରୁ,
୩୨ – କୋରାପୁଟ ଜିଲ୍ଲାରୁ,
୩୦ – ବରଗଡ଼ ଜିଲ୍ଲାରୁ,
୨୩ – କଳାହାଣ୍ଡି ଜିଲ୍ଲାରୁ,
୨୧ – କନ୍ଧମାଳ ଜିଲ୍ଲାରୁ,
୨୦ – ସୋନପୁର ଜିଲ୍ଲାରୁ,
୧୯ – ମାଲକାନଗିରି
୧୮ – ରାୟଗଡ଼ା ଜିଲ୍ଲାରୁ,
୧୮ – ସମ୍ବଲପୁର ଜିଲ୍ଲାରୁ,
୧୨ – ଝାରସୁଗୁଡ଼ା ଜିଲ୍ଲାରୁ,
୯ – ନବରଙ୍ଗପୁର ଜିଲ୍ଲାରୁ,
୬ – ଦେବଗଡ଼ ଜିଲ୍ଲାରୁ,
୪ – ବଲାଙ୍ଗୀର ଜିଲ୍ଲାରୁ,
୩ – ଗଞ୍ଜାମ ଜିଲ୍ଲାରୁ,
୩ – ନୂଆପଡ଼ା ଜିଲ୍ଲାରୁ,
୨ – ବୌଦ୍ଦ ଜିଲ୍ଲାରୁ,
୧୧୯ – State Poolରୁ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ମୋଟ ଆରୋଗ୍ୟଙେକ ସଂଖ୍ୟା ୯୩୦୪୧୮ କୁ ବୃଦ୍ଧି ପାଇଛି।