Odiapua.com

ରାଜ୍ୟରେ କରୋନା ନେଲା ୨୪ ଜୀବନ : ମୋଟ ମୃତକଙ୍କ ସଂଖ୍ୟା ୮,୮୬୨ କୁ ବୃଦ୍ଧି

ଭୁବନେଶ୍ୱର ୧୨ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୨୪ ଜୀବନ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୮୬୨ କୁ ବୃଦ୍ଧି ପାଇଛି। ତେବେ

୧. ଅନୁଗୁଳ ଜିଲ୍ଲାର ୭୩ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୨. ବାଲେଶ୍ୱର ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୩. ବାଲେଶ୍ୱର ଜିଲ୍ଲାର ୮୬ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪. ବାଲେଶ୍ୱର ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।

୫. ବାଲେଶ୍ୱର ଜିଲ୍ଲାର ୭୦ ବର୍ଷ ବୟସ୍କା ମହିଳା।

୬. ବାଲେଶ୍ୱର ଜିଲ୍ଲାର ୯୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭. ବାଲେଶ୍ୱର ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୮. ବରଗଡ ଜିଲ୍ଲାର ୪୦ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୯. ଭଦ୍ରକ୍ ଜିଲ୍ଲାର ୮୫ ବର୍ଷ ବୟସ୍କ ପୁରୁଷ।

୧୦. ଭଦ୍ରକ ଜିଲ୍ଲାର ୨୧ ଦିନର ପୁତ୍ର ସନ୍ତାନ ଯିଏ କି ପ୍ରିମାଚ୍ୟୁରିଟି ଯାହାଙ୍କର କମ୍ ଜନ୍ମ ଓଜନ କମ ଥିଲା।

୧୧. ଭୁବନେଶ୍ୱରର ୭୭ ବର୍ଷ ବୟସ୍କ ପୁରୁଷ।

୧୨. ଭୁବନେଶ୍ୱରର ଜଣେ ୮୬ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୧୩. ଭୁବନେଶ୍ୱରର ୭୨ ବର୍ଷ ବୟସ୍କ ପୁରୁଷ।

୧୪. ଭୁବନେଶ୍ୱରର ୭୭ ବର୍ଷ ବୟସ୍କ ପୁରୁଷ ଯିଏ କି ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୫. ଭୁବନେଶ୍ୱରର ଜଣେ ୮୦ ବର୍ଷ ବୟସ୍କ ପୁରୁଷ।

୧୬. ଭୁବନେଶ୍ୱରର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୭. ଯାଜପୁର ଜିଲ୍ଲାର ୩୫ ବର୍ଷ ବୟସ୍କା ମହିଳା।

୧୮. ଯାଜପୁର ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୯. ଯାଜପୁର ଜିଲ୍ଲାର ୩୩ ବର୍ଷ ବୟସ୍କ ପୁରୁଷ।

୨୦. ଖୋର୍ଦ୍ଧା ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ ଯିଏ କି କାରୋନାରୀ ଧମନୀ ରୋଗରେ ପୀଡିତ ଥିଲେ।

୨୧. ମୟୁରଭଞ୍ଜ ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ, ମଧୁମେହ ରୋଗରେ ପୀଡିତ ଥିଲେ।

୨୨. ମୟୁରଭଞ୍ଜ ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା।

୨୩. ନବରଙ୍ଗପୁର ଜିଲ୍ଲାର ୩୮ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୪. ପୁରୀ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ।