Odiapua.com

ରାଜ୍ୟରେ କରୋନା ନେଲା ୨୦ ଜୀବନ : ମୋଟ ମୃତକଙ୍କ ସଂଖ୍ୟା ୮,୭୫୪ କୁ ବୃଦ୍ଧି

ଭୁବନେଶ୍ୱର ୭ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୨୦ ଜୀବନ : ମୋଟ ମୃତକଙ୍କ ସଂଖ୍ୟା ୮,୭୫୪ କୁ ବୃଦ୍ଧି ହୋଇଛି। ତେବେ

୧. ଭୁବନେଶ୍ୱରର ୬୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨. ଭୁବନେଶ୍ୱରର ୭୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୩. ଭୁବନେଶ୍ୱରର ୫୨ ବର୍ଷ ବୟସ୍କା ମହିଳା, ଯିଏ କି କ୍ରନିକ୍ କିଡନୀ ରୋଗ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪. ଭୁବନେଶ୍ୱରର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୫. ଭୁବନେଶ୍ୱରର ୮୬ ବର୍ଷ ବୟସ୍କ ପୁରୁଷ।

୬. କଟକ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କା ମହିଳା।

୭. କଟକ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୮. କଟକ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ ଯିଏ ହେପାଟିକ୍ ଏନସେଫାଲୋପାଥିରେ ପୀଡିତ ଥିଲେ।

୯. ଜଗତସିଂହପୁର ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୦. ଜଗତସିଂହପୁର ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୧୧. ଯାଜପୁର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।

୧୨. କଳାହାଣ୍ଡି ଜିଲ୍ଲାର ୩୬ ବର୍ଷ ବୟସ୍କ ପୁରୁଷ।

୧୩. କଳାହାଣ୍ଡି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

୧୪. କଳାହାଣ୍ଡି ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୧୫. କଳାହାଣ୍ଡି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୬. କେନ୍ଦ୍ରାପଡା ଜିଲ୍ଲାର ୫୨ ବର୍ଷ ବୟସ୍କା ମହିଳା ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୭. ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୧୮. ନୟାଗଡ଼ ଜିଲ୍ଲାର ୨୬ ବର୍ଷ ବୟସ୍କା ମହିଳା।

୧୯. ନୟାଗଡ଼ ଜିଲ୍ଲାର ୫୨ ବର୍ଷ ବୟସ୍କା ମହିଳା।

୨୦. ରାୟଗଡ଼ା ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ।