Odiapua.com

ରାଜ୍ୟରେ ଆଜି ୫୩୪ ନୂଆ କରୋନା ଆକ୍ରାନ୍ତ, ୧୮ ମୃତ୍ୟୁ

ଭୁବନେଶ୍ୱର ୧୯ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୫୩୪ ନୂଆ କରୋନା ଆକ୍ରାନ୍ତ, ୧୮ ମୃତ୍ୟୁ । ରାଜ୍ୟରେ ଆଜି କରୋନା ନେଲା ୧୮ ଜୀବନ, ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୯୯୪ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ: ୫୩୪
୦-୧୮ ବର୍ଷର : ୧୪୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୧୦
– ସ୍ଥାନୀୟ ଅଞ୍ଚଳରୁ୨୨୪
୧- ଅନୁଗୁଳ ଜିଲ୍ଲାରୁ – ୧୧
୨- ବାଲେଶ୍ୱର ଜିଲ୍ଲାରୁ – ୧୫
୩- ବରଗଡ଼ ଜିଲ୍ଲାରୁ – ୮
୪- ଭଦ୍ରକ ଜିଲ୍ଲାରୁ – ୬
୫- ବଲାଙ୍ଗୀର ଜିଲ୍ଲାରୁ – ୫
୬- ବୌଦ୍ଦ ଜିଲ୍ଲାରୁ – ୮
୭- କଟକ ଜିଲ୍ଲାରୁ – ୧୫
୮- ଦେବଗଡ଼ ଜିଲ୍ଲାରୁ – ୨
୯- ଢେଙ୍କାନାଳ ଜିଲ୍ଲାରୁ – ୩
୧୦- ଗଜପତି ଜିଲ୍ଲାରୁ – ୨୪
୧୧- ଗଞ୍ଜାମ ଜିଲ୍ଲାରୁ – ୩
୧୨- ଜଗତସିଂହପୁର ଜିଲ୍ଲାରୁ – ୫
୧୩- ଯାଜପୁର ଜିଲ୍ଲାରୁ – ୨୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୬
୧୫- କଳାହାଣ୍ଡି ଜିଲ୍ଲାରୁ – ୧୩
୧୬- କନ୍ଧମାଳ ଜିଲ୍ଲାରୁ – ୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫
୧୮- କେନ୍ଦୁଝର ଜିଲ୍ଲାରୁ – ୮
୧୯- ଖୋର୍ଦ୍ଧାରୁ : ୯୩
୨୦- କୋରାପୁଟ ଜିଲ୍ଲାରୁ – ୧୭
୨୧- ମାଲକାନଗିରି : ୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪
୨୩- ନବରଙ୍ଗପୁର ଜିଲ୍ଲାରେ: ୫
୨୪- ନୟାଗଡ଼ ଜିଲ୍ଲାରୁ – ୨୧
୨୫- ନୂଆପଡ଼ା ଜିଲ୍ଲାରୁ – ୧୦
୨୬- ପୁରୀ ଜିଲ୍ଲାରୁ – ୮
୨୭- ରାୟଗଡ଼ା ଜିଲ୍ଲାରୁ – ୩୨
୨୮- ସମ୍ବଲପୁର ଜିଲ୍ଲାରୁ – ୧୭
୨୯- ସୋନପୁର ଜିଲ୍ଲାରୁ – ୧୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୧
୩୧- State Pool: ୧୮
– ନୂଆ ସୁସ୍ଥ ହୋଇଥିଲେ୧୨୭୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୭୬୬୦୩୨
– ମୋଟ ଆକ୍ରାନ୍ତ ୧୨୮୧୯୮୯
– ମୋଟ ସୁସ୍ଛ ହୋଲେଣି ୧୨୬୫୮୪୩
– ସକ୍ରୀୟ ଆକ୍ରାନ୍ତ – ୭୦୯୯

ରାଜ୍ୟରେ ଆଜି କରୋନା ନେଲା ୧୮ ଜୀବନ, ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୯୯୪ କୁ ବୃଦ୍ଧି ପାଇଛି। ତେବେ

୧. ଅନୁଗୁଳ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା।

୨. ବାଲେଶ୍ୱର ଜିଲ୍ଲାର ୬୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ମାନସିକ ରୋଗରେ ପୀଡିତ ଥିଲେ।

୩. ଭୁବନେଶ୍ୱରର ୬୮ ବର୍ଷ ବୟସ୍କା ମହିଳା।

୪. ଭୁବନେଶ୍ୱରର ୬୩ ବର୍ଷ ବୟସ୍କ ପୁରୁଷ ଯିଏ କି କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ।

୫. ଭୁବନେଶ୍ୱରର ୬୬ ବର୍ଷ ବୟସ୍କ ପୁରୁଷ।

୬. ଭୁବନେଶ୍ୱରର ୩୮ ବର୍ଷ ବୟସ୍କା ମହିଳା।

୭. ଗଞ୍ଜାମ ଜିଲ୍ଲାର ଜଣେ ୫୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୮. କନ୍ଧମାଳ ଜିଲ୍ଲାର ୧୪ ବର୍ଷର ବାଳିକା।

୯. କେନ୍ଦ୍ରାପଡା ଜିଲ୍ଲାର ୨୭ ବର୍ଷ ବୟସ୍କା ମହିଳା।

୧୦. କେନ୍ଦ୍ରାପଡା ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

୧୧. ସୁନ୍ଦରଗଡ ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ଆଜମା ରୋଗରେ ପୀଡିତ ଥିଲେ।

୧୨. ସୁନ୍ଦରଗଡ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୧୩. ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୧୪. ସୁନ୍ଦରଗଡ ଜିଲ୍ଲାର ୭୩ ବର୍ଷ ବୟସ୍କ ପୁରୁଷ।

୧୫. ସୁନ୍ଦରଗଡର ୯୪ ବର୍ଷ ବୟସ୍କ ପୁରୁଷ।

୧୬. ସୁନ୍ଦରଗଡ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ରକ୍ତହୀନତାର ଶିକାର ହୋଇଥିଲେ।

୧୭. ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କା ମହିଳା।

୧୮. ସୁନ୍ଦରଗଡ ଜିଲ୍ଲାର ୭୬ ବର୍ଷ ବୟସ୍କ ପୁରୁଷ।