ଭୁବନେଶ୍ୱର ୧ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୪୭୭
୦-୧୮ ବର୍ଷର ସଂକ୍ରମିତ : ୭୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭୮
– ସ୍ଥାନୀୟ ଅଞ୍ଚଳରୁ୧୯୯
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୫
୨- ବାଲେଶ୍ୱର ଜିଲ୍ଲାରୁ – ୨୬
୩- ଭଦ୍ରକ ଜିଲ୍ଲାରୁ – ୭
୪- ବଲାଙ୍ଗୀର ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୬୨
୬- ଦେବଗଡ଼ ଜିଲ୍ଲାରୁ – ୧
୭- ଢେଙ୍କାନାଳ ଜିଲ୍ଲାରୁ – ୮
୮- ଗଞ୍ଜାମ ଜିଲ୍ଲାରୁ – ୨
୯- ଜଗତସିଂହପୁର ଜିଲ୍ଲାରୁ – ୨୩
୧୦- ଯାଜପୁର ଜିଲ୍ଲାରୁ – ୧୬
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୨- କଳାହାଣ୍ଡି ଜିଲ୍ଲାରୁ – ୭
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୪- କେନ୍ଦୁଝର ଜିଲ୍ଲାରୁ – ୫
୧୫- ଖୋର୍ଦ୍ଧାରୁ : ୨୦୦
୧୬- କୋରାପୁଟ ଜିଲ୍ଲାରୁ – ୪
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୨୩
୧୮- ନୟାଗଡ଼ ଜିଲ୍ଲାରୁ – ୨
୧୯- ପୁରୀ ଜିଲ୍ଲାରୁ – ୧୬
୨୦- ସମ୍ବଲପୁର ଜିଲ୍ଲାରୁ – ୧୧
୨୧- ସୋନପୁର ଜିଲ୍ଲାରୁ – ୨
୨୨- ସୁନ୍ଦରଗଡ଼ ଜିଲ୍ଲାରୁ – ୫
୨୩- State Pool: ୪୫
– ନୂଆ ସୁସ୍ଥ ହୋଇଥିଲେ୫୫୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୦୦୩୪୨୪୫
– ମୋଟ ଆକ୍ରାନ୍ତ ୧୦୨୬୯୫୩
– ମୋଟ ସୁସ୍ଛ ହୋଲେଣି ୧୦୧୩୧୪୨
– ସକ୍ରୀୟ ଆକ୍ରାନ୍ତ – ୫୫୫୬
ରାଜ୍ୟରେ ଆଜି କରୋନା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୮, ୨୦୨ କୁ ବୃଦ୍ଧି ପାଇଛି।
କଟକ ୧ ଜଣ,
ଜଗତସିଂହପୁର ୧ ଜଣ,
ମୟୁରଭଞ୍ଜ ୧ ଜଣ,
ନୟାଗଡ଼ ୧ ଜଣ,
ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି।
ଜିଲ୍ଲାୱାରୀ ସମସ୍ତ ତଥ୍ୟ –
ଅନୁଗୁଳ ଜିଲ୍ଲାରେ ୪୩, ୮୩୭ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦ [+୫] ଜଣ ସକ୍ରୀୟ ଅଛନ୍ତି। ୪୩, ୩୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ବାଲେଶ୍ୱର ଜିଲ୍ଲାରେ ୪୦, ୩୭୩ [+୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୪ [+୨୬] ଜଣ ସକ୍ରୀୟ ଅଛନ୍ତି। ୩୯, ୭୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ବରଗଡ ଜିଲ୍ଲାରେ ୩୧୦୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଜଣ ସକ୍ରୀୟ ଅଛନ୍ତି। ୩୦, ୭୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଭଦ୍ରକ ଜିଲ୍ଲାରେ ୨୬, ୩୨୨ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୯୦ [+୭] ଜଣ ସକ୍ରୀୟ ଅଛନ୍ତି। ୨୬, ୦୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ବଲାଙ୍ଗୀର ଜିଲ୍ଲାରେ ୨୩, ୩୫୬ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮ [+୧] ଜଣ ସକ୍ରୀୟ ଅଛନ୍ତି। ୨୩, ୨୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ବୌଦ୍ଧ ଜିଲ୍ଲାରେ ୧୨୫୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଜଣ ସକ୍ରୀୟ ଅଛନ୍ତି। ୧୨, ୪୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କଟକ ଜିଲ୍ଲାରେ ୯୩, ୧୦୩ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୯ [+୬୧] ଜଣ ସକ୍ରୀୟ ଅଛନ୍ତି। ୯୧, ୬୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଦେବଗଡ଼ ଜିଲ୍ଲାରେ ୬, ୪୮୦ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩ [+୧] ଜଣ ସକ୍ରୀୟ ଅଛନ୍ତି। ୬, ୪୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଢେଙ୍କାନାଳ ଜିଲ୍ଲାରେ ୧୯, ୭୮୬ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୫୮ [+୮] ଜଣ ସକ୍ରୀୟ ଅଛନ୍ତି। ୧୯, ୪୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଗଜପତି ଜିଲ୍ଲାରେ ୯୬୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସକ୍ରୀୟ ଅଛନ୍ତି। ୯, ୫୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଗଞ୍ଜାମ ଜିଲ୍ଲାରେ ୩୩, ୭୫୯ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬ [+୨] ଜଣ ସକ୍ରୀୟ ଅଛନ୍ତି। ୩୩, ୨୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଜଗତସିଂହପୁର ଜିଲ୍ଲାରେ ୨୭, ୪୯୩ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୬ [+୨୨] ଜଣ ସକ୍ରୀୟ ଅଛନ୍ତି। ୨୬, ୯୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ଯାଜପୁର ଜିଲ୍ଲାରେ ୪୩, ୩୭୧ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୦ [+୧୬] ଜଣ ସକ୍ରୀୟ ଅଛନ୍ତି। ୪୨, ୯୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଝାରସୁଗୁଡ଼ା ଜିଲ୍ଲାରେ ୨୩, ୮୧୨ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬ [+୨] ଜଣ ସକ୍ରୀୟ ଅଛନ୍ତି। ୨୩, ୬୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କଳାହାଣ୍ଡି ଜିଲ୍ଲାରେ ୨୪, ୨୮୧ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ [+୭] ଜଣ ସକ୍ରୀୟ ଅଛନ୍ତି। ୨୪, ୦୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କନ୍ଧମାଳ ଜିଲ୍ଲାରେ ୧୧୫୨୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସକ୍ରୀୟ ଅଛନ୍ତି। ୧୧, ୪୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
କେନ୍ଦ୍ରାପଡା ଜିଲ୍ଲାରେ ୨୪, ୫୬୫ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩ [+୪] ଜଣ ସକ୍ରୀୟ ଅଛନ୍ତି। ୨୪, ୨୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
କେନ୍ଦୁଝର ଜିଲ୍ଲାରେ ୨୦, ୯୪୦ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮ [+୫] ଜଣ ସକ୍ରୀୟ ଅଛନ୍ତି। ୨୦, ୭୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଖୋର୍ଦ୍ଧା ଜିଲ୍ଲାରେ ୧, ୬୮, ୩୧୬ [+୨୦୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୪୬୫ [+୨୦୦] ଜଣ ସକ୍ରୀୟ ଅଛନ୍ତି। ୧, ୬୪, ୩୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୯୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
କୋରାପୁଟ ଜିଲ୍ଲାରେ ୧୯, ୦୬୩ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫ [+୪] ଜଣ ସକ୍ରୀୟ ଅଛନ୍ତି। ୧୮, ୯୬୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ମାଲକାନଗିରି ଜିଲ୍ଲାରେ ୧୧୬୫୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ ଜଣ ସକ୍ରୀୟ ଅଛନ୍ତି। ୧୧, ୫୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ମୟୁରଭଞ୍ଜ ଜିଲ୍ଲାରେ ୪୦, ୨୭୩ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦୧ [+୨୨] ଜଣ ସକ୍ରୀୟ ଅଛନ୍ତି। ୩୯, ୭୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନବରଙ୍ଗପୁର ଜିଲ୍ଲାରେ ୨୩୫୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସକ୍ରୀୟ ଅଛନ୍ତି। ୨୩, ୪୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନୟାଗଡ଼ ଜିଲ୍ଲାରେ ୨୩, ୩୮୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ [+୧] ଜଣ ସକ୍ରୀୟ ଅଛନ୍ତି। ୨୩, ୧୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନୁଆପଡା ଜିଲ୍ଲାରେ ୨୨୮୭୦ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସକ୍ରୀୟ ଅଛନ୍ତି। ୨୨, ୭୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ପୁରୀ ଜିଲ୍ଲାରେ ୪୫, ୦୫୭ [+୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୦ [+୧୬] ଜଣ ସକ୍ରୀୟ ଅଛନ୍ତି। ୪୪, ୪୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ରାୟଗଡ଼ା ଜିଲ୍ଲାରେ ୨୦୧୨୩ ଜଣ ସଂକ୍ରମିତ ହୋଇଥିବା ବେଳେ ୩୯ ଜଣ ସକ୍ରୀୟ ଅଛନ୍ତି। ୧୯, ୯୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ସମ୍ବଲପୁର ଜିଲ୍ଲାରେ ୩୧, ୨୭୮ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୪ [+୧୧] ଜଣ ସକ୍ରୀୟ ଅଛନ୍ତି। ୩୦, ୯୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୧୬୮ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩ [+୨] ଜଣ ସକ୍ରୀୟ ଅଛନ୍ତି। ୧୩, ୦୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।
ସୁନ୍ଦରଗଡ ଜିଲ୍ଲାରେ ୬୧, ୫୬୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୯ [+୫] ଜଣ ସକ୍ରୀୟ ଅଛନ୍ତି। ୬୦, ୮୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ରାଜ୍ୟ ପୁଲ୍ ରେ ୩୦, ୪୦୯ [+୪୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୬ [+୪୫] ଜଣ ସକ୍ରୀୟ ଅଛନ୍ତି। ୨୯, ୮୦୩ ଜଣ ସୁସ୍ଥ ହୋଇଛନ୍ତି।